HomeLatest Newsବାହୁଡା଼ ଯାତ୍ରାରେ ବାବା ବରୁଣେଶ୍ବର ପୀଠରେ ‘ନ୍ୟୁଜ ଫୋରମ’ ଲୋଗୋ ଉନ୍ମୋଚନ

ବାହୁଡା଼ ଯାତ୍ରାରେ ବାବା ବରୁଣେଶ୍ବର ପୀଠରେ ‘ନ୍ୟୁଜ ଫୋରମ’ ଲୋଗୋ ଉନ୍ମୋଚନ

Date:

Related stories

spot_imgspot_img


ଯାଜପୁର, ୨୪/୭(ନ୍ୟୁଜ ଫୋରମ ) : ପବିତ୍ର ବାହୁଡା଼ ଯାତ୍ରା ଅବସରରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ପ୍ରସିଦ୍ଧ ଶୈବ ପୀଠ ବାବା ବରୁଣେଶ୍ବରଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ନୂତନ ଆଞ୍ଚଳିକ ଖବର ଚ୍ୟାନେଲ ‘ନ୍ୟୁଜ ଫୋରମ’ର ଲୋଗୋ ଉନ୍ମୋଚନ କରାଯାଇଛି | ବେଦମନ୍ତ୍ର ଓ ଧାର୍ମିକ ରୀତିନୀତି ମଧ୍ୟରେ ଚ୍ୟାନେଲର ସଫଳତା, ନିରପେକ୍ଷ ସାମ୍ବାଦିକତା ଏବଂ ଜନସେବା କାମନା କରି ପୂଜା କରାଯାଇଥିଲା।

ଉପସ୍ଥିତ ବୁଦ୍ଧିଜୀବୀ, ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ ଯେ, ‘ନ୍ୟୁଜ ଫୋରମ’ ଆଞ୍ଚଳିକ ସମସ୍ୟାକୁ ପ୍ରାଥମିକତା ଦେଇ ସାଧାରଣ ଲୋକଙ୍କ ସ୍ୱରକୁ ସରକାର ଓ ପ୍ରଶାସନଙ୍କ ନିକଟରେ ପହଞ୍ଚାଇବାରେ ଏକ ଦୃଢ଼ ମାଧ୍ୟମ ପାଲଟିବ। ସମାଜର ବିଭିନ୍ନ ସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକହିତ ସମ୍ବନ୍ଧୀୟ ଖବରକୁ ନିରପେକ୍ଷ ଭାବେ ପରିବେଷଣ କରିବା ଦିଗରେ ଏହି ଚ୍ୟାନେଲ ସଫଳ ହେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।

Subscribe

- Never miss a story with notifications

- Gain full access to our premium content

- Browse free from up to 5 devices at once

[tds_leads input_placeholder="Your email address" btn_horiz_align="content-horiz-center" pp_msg="SSd2ZSUyMHJlYWQlMjBhbmQlMjBhY2NlcHQlMjB0aGUlMjAlM0NhJTIwaHJlZiUzRCUyMiUyMyUyMiUzRVByaXZhY3klMjBQb2xpY3klM0MlMkZhJTNFLg==" pp_checkbox="yes" tdc_css="eyJhbGwiOnsibWFyZ2luLXRvcCI6IjMwIiwibWFyZ2luLWJvdHRvbSI6IjQwIiwiZGlzcGxheSI6IiJ9LCJwb3J0cmFpdCI6eyJtYXJnaW4tdG9wIjoiMTUiLCJtYXJnaW4tYm90dG9tIjoiMjUiLCJkaXNwbGF5IjoiIn0sInBvcnRyYWl0X21heF93aWR0aCI6MTAxOCwicG9ydHJhaXRfbWluX3dpZHRoIjo3NjgsImxhbmRzY2FwZSI6eyJtYXJnaW4tdG9wIjoiMjAiLCJtYXJnaW4tYm90dG9tIjoiMzAiLCJkaXNwbGF5IjoiIn0sImxhbmRzY2FwZV9tYXhfd2lkdGgiOjExNDAsImxhbmRzY2FwZV9taW5fd2lkdGgiOjEwMTksInBob25lIjp7Im1hcmdpbi10b3AiOiIyMCIsImRpc3BsYXkiOiIifSwicGhvbmVfbWF4X3dpZHRoIjo3Njd9" display="column" gap="eyJhbGwiOiIyMCIsInBvcnRyYWl0IjoiMTAiLCJsYW5kc2NhcGUiOiIxNSJ9" f_msg_font_family="downtown-sans-serif-font_global" f_input_font_family="downtown-sans-serif-font_global" f_btn_font_family="downtown-sans-serif-font_global" f_pp_font_family="downtown-serif-font_global" f_pp_font_size="eyJhbGwiOiIxNSIsInBvcnRyYWl0IjoiMTEifQ==" f_btn_font_weight="700" f_btn_font_size="eyJhbGwiOiIxMyIsInBvcnRyYWl0IjoiMTEifQ==" f_btn_font_transform="uppercase" btn_text="Unlock All" btn_bg="#000000" btn_padd="eyJhbGwiOiIxOCIsImxhbmRzY2FwZSI6IjE0IiwicG9ydHJhaXQiOiIxNCJ9" input_padd="eyJhbGwiOiIxNSIsImxhbmRzY2FwZSI6IjEyIiwicG9ydHJhaXQiOiIxMCJ9" pp_check_color_a="#000000" f_pp_font_weight="600" pp_check_square="#000000" msg_composer="" pp_check_color="rgba(0,0,0,0.56)" msg_succ_radius="0" msg_err_radius="0" input_border="1" f_unsub_font_family="downtown-sans-serif-font_global" f_msg_font_size="eyJhbGwiOiIxMyIsInBvcnRyYWl0IjoiMTIifQ==" f_input_font_size="eyJhbGwiOiIxNCIsInBvcnRyYWl0IjoiMTIifQ==" f_input_font_weight="500" f_msg_font_weight="500" f_unsub_font_weight="500"]

Latest stories

spot_img

LEAVE A REPLY

Please enter your comment!
Please enter your name here